ହନୁମାନ ପଇସା ଡିଲ୍ ବେଳେ ଧରିଲା ପୁଲିସ

ଦେବଗଡ଼ ଜିଲ୍ଲା ରିଆମାଳ ଥାନା କତ୍ରାପାଲ୍ଲୀ ଗାଁରେ ହନୁମାନ ପଇସା ଡିଲ୍ ବେଳେ ଗ୍ରାହକ ସାଜି ଦେବଗଡ଼ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି।

୫ ଲକ୍ଷ ଟଙ୍କାର ଡିଲ୍ ବେଳେ ଗିରଫ କରିଛି ଛଦ୍ମବେଶୀ ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes