ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ବିଶ୍ୱେସ୍ୱର ଟୁଡୁଙ୍କ ସହ ମନ କି ବାତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବୃକ୍ଷ ରୋପଣ କରିଥିଲେ l
ଏହି ଅବସରରେ ଆୟୋଜକ ଜିଜ୍ଞାସୁ ପଣ୍ଡା ଓ ସମସ୍ତ ନେତୃବୃନ୍ଦ କାର୍ଯ୍ୟକର୍ତ୍ତା ଏବଂ ଜନ ସାଧାରଣ ଉପସ୍ଥିତ ଥିଲେ l