ୱାର୍ଡ -୬୫ରେ ଚାଏ ପେ ଚର୍ଚ୍ଚା

ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଏକାମ୍ର ଭୁବନେଶ୍ୱର ୱାର୍ଡ -୬୫ ଅଞ୍ଚଳରେ ସମର୍ଥ ଆନୁକୂଲ୍ୟରେ ଆୟୋଜିତ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ବିଭିନ୍ନ ସମସ୍ୟା ଶୁଣି ସମାଧାନ ପାଇଁ ପ୍ରୟାସ କରିଥିଲେ l

ଏହି ଅବସରରେ ବହୁ ନେତୃବୃନ୍ଦ ବରିଷ୍ଠ ନାଗରିକ ଜନ ସାଧାରଣ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes