ଚଳିତ ବର୍ଷ ପ୍ରଥମଥର ପାଇଁ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ସ୍ଥିତ ମନ୍ଦାକିନି ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ଉତ୍ସବ ପାଇଁ ନଦୀ ପୂଜନ ହୋଇଛି।ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ନଦୀ ପୂଜନ କରିଛନ୍ତି।
Credible Local News of Odisha