ଧାମନଗର ଉପନିର୍ବାଚନ : ଚତୁର୍ଥୀ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଆଗୁଆ

ଧାମନଗର ଉପନିର୍ବାଚନ ଭୋଟ ଗଣତିରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ 3261 ଭୋଟରେ ଆଗୁଆ ଥିବା ଜଣାପଡିଛି l

ବିଜେଡି-14920, ବିଜେପି -18181 କଂଗ୍ରେସ -557 ସ୍ୱାଧୀନ – 2362 ଭୋଟ ପାଇଥିବା ସୂଚନା ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes