ମୟୁରଭଞ୍ଜ ଜିଲ୍ଲା ପାଇଁ ବିଜୟ ଭୁୟାଁଙ୍କୁ ମନରେଗା ଲୋକପାଳ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।
ଓଡ଼ିଶା ସରକାରଙ୍କ ପଞ୍ଚାୟତ ରାଜ ବିଭାଗ ପତ୍ର ସଂଖ୍ୟରେ ୧୫୮୨୭ ନିଯୁକ୍ତି ଦିଆଯାଇଛି। ତେବେ ବିଜୟ ପ୍ରଧାନମନ୍ତ୍ରୀ ଆବାସ ଓ ଗ୍ରାମୀଣ ଯୋଜନାର ଶୁଣାଣି ମୟୁରଭଞ୍ଜ ଜିଲ୍ଲା ପରିଷଦ ଭବନ ବାରିପଦା କାର୍ଯ୍ୟାଳୟ ଠାରେ କରି ପାରିବେ ବୋଲି ସୂଚନା ଦେଇଛନ୍ତି।