ପୁରୀରେ ଆରମ୍ଭ ହେଲା ବିଜେପିର ତିନିଦିନିଆ ପ୍ରଶିକ୍ଷଣ ଶିବିର

ପୁରୀ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଜେପିର ତିନି ଜଣିଆ ପ୍ରଶିକ୍ଷଣ ଶିବିର l ଦଳର ବରିଷ୍ଠ ନେତାମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ମାନେ ଯୋଗ ଦେବେ l
ଆସନ୍ତା ନିର୍ବାଚନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes