ମଧୁପୁରଗଡରେ ଶନି ମନ୍ଦିର ପ୍ରତିଷ୍ଠା

ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୨ନଂ ଜୋନ୍ ମଧୁପୁରଗଡ ପଂଚାୟତ ମଧୁପୁରଗଡ ଗ୍ରାମରେ ଭଗବାନ ଶନିଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ଉତ୍ସବ ଅନୁଷ୍ଠିତ ହୋଇଛି ।

ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତ ରାୟ ଯୋଗ ଦେବା ସହିତ ଭଗବାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes