ମଦ ମାଫିଆଙ୍କ ଆକ୍ରମଣରେ ଅବକାରୀ କର୍ମଚାରୀ ଆହତ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡ଼ିଗଡ଼ିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରୀୟ ଅବକାରୀ ପକ୍ଷରୁ ମହତିପୁର ଗ୍ରାମରେ ଚଢାଉ କରି ଯାଉଥିବା ବେଳେ ମଦ ମାଫିଆଙ୍କ ଆକ୍ରମଣରେ କନଷ୍ଟେବଳ ବସନ୍ତ ମଲ୍ଲିକ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes