ପାଇକ ରେଜିମେଣ୍ଟ ଗଠନ, ପାଇକ ସ୍ମାରକୀ ଲାଗି ବିନା ମୂଲ୍ୟରେ ଜମି ଯୋଗାଇବା ଦାବି ନେଇ ବରୁଣେଇ ପୀଠରୁ ଭୁବନେଶ୍ବର ଅଭିମୁଖେ ବିରାଟ ସମାବେଶ ବାହାରିଛି।
ରାଜ୍ୟର ବିଭିନ୍ନ ଅଞ୍ଚଳର ପାଇକ ବରୁଣେଇ ପୀଠରେ ଏକାଠି ହେବା ପରେ ସମାବେଶରେ ବାହାରିଛନ୍ତି।
Credible Local News of Odisha