ମଦ୍ୟପ ସ୍ବାମୀକୁ ଖଟିଆରେ ବାନ୍ଧିଲେ ସ୍ତ୍ରୀ

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡିଆ ପଞ୍ଚାୟତର ଦାସରଥି ସାହିରେ ଏହି କୌତୁହଳପୂର୍ଣ୍ଣ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଗତରାତିରେ ଆକୁଳି ମହାନ୍ତ ନାମକ ବ୍ଯକ୍ତି ଘରକୁ ପ୍ରଚୁର ମଦ୍ୟପାନ କରି ଆସିଥିଲେ ଏବଂ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସ୍ତ୍ରୀ ଜଣକ ଉତ୍ଯକ୍ତ ହୋଇ ଖଟିଆରେ ଦଉଡି ସାହାଯ୍ଯରେ ବାନ୍ଧି ପକେଇଥିଲେ ।ଏ ଖବର ଏବେ ଏହି ଅଞ୍ଚଳରେ ଏକ କୌତୁହଳପୂର୍ଣ୍ଣ ହୋଇଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes