କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଧୂବାପଡ଼ାରେ ଆଜି ମା’ ନିତେଇ ଗୌରୀ ଠାକୁରାଣୀ ଲଣ୍ଡି ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ପୌରଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗଦେଇ ସଂଘର ବିଭିନ୍ନ ସମସ୍ୟା ଉପରେ ସଦସ୍ୟମାନଙ୍କ ଠାରୁ ଶୁଣି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
Credible Local News of Odisha