ମଠ ମନ୍ଦିର ଜମି ଉଚ୍ଛେଦ କାର୍ଯ୍ୟ ପୁଣି ଆରମ୍ଭ ପାଇଁ ଦାବି

ଆଜି ମୟୂରଭଞ୍ଜ ଜିଲ୍ଲା ବାରିପଦା ଜଗନ୍ନାଥ ମନ୍ଦିରର ସେବାୟତ କାମେଶ୍ୱର୍ ତ୍ରିପାଠୀଙ୍କ ନେତୃତ୍ବରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ବନ୍ଦ ଥିବା ମଠ ମନ୍ଦିରର ଜମି ଉଚ୍ଛେଦକୁ ପୁଣି ଆରମ୍ଭ କରିବାକୁ ଅବଗତ କରିଥିଲେ।

ବେତନଟିରେ ବେଆଇନ ଭାବେ ମଠମନ୍ଦିର ଜମିକୁ ଦୀର୍ଘ ବର୍ଷଧରି ବ୍ୟବାହାର କରି ଆସୁଥିବା ବେଳେ ଗତକାଲି ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଥିଲା। ବଡ଼ସାହି ବିଧାୟକ ଏହାକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ ଓ କାର୍ଯ୍ୟକ୍ରମ ବନ୍ଦ ଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes