ଶିକ୍ଷକ ବଦଳି ପ୍ରତିବାଦରେ ତାଲା ବନ୍ଦ କରି ବିକ୍ଷୋଭ

କଳାହାଣ୍ଡି ଜିଲ୍ଲା କେଗାଁଓ ଅଧିନସ୍ତ ଡୁଡୁକେଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଦଳି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ, ଅଭିଭାବକମାନେ ତାଲା ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଘଟଣାସ୍ଥଳରେ ପହଂଚି ସମସ୍ୟା ସମାଧାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes