ଭୋଟରକାର୍ଡରେ ଆଧାର ସଂଯୋଗ ପାଇଁ ବୁଲିଲା ସଚେତନତା ରଥ

ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଭୋଟର କାର୍ଡରେ ଆଧାର ସଂଯୋଗ ପାଇଁ ଲୋକଙ୍କୁ ସଚେତନ ପାଇଁ ଆଜି ଠାରୁ ଏକ ସଚେତନତା ରଥ ବୁଲୁଥିବା ଦେଖିବାକୁ ମିଳିଛି।

ଏହି ରଥକୁ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ ଶୁଭାରମ୍ଭ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes