ଭେଡେନ ନଦୀକୁ ଡେଇଁଲେ ଯୁବତୀ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସଇଡ଼ା ନିକଟରେ ଭେଡେନ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ପୁଲିସ ଓ ସ୍ଥାନୀୟ ଲୋକ ଯୁବତୀକୁ ଉଦ୍ଧାର କରିଛନ୍ତି। ଯୁବତୀ ଜଣକ ଝାରସୁଗୁଡ଼ା ବନ୍ଧବାହାଲ ଅଞ୍ଚଳର ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes