ଛାତ୍ରଙ୍କୁ ମାଡ଼ ମାରିଥିବା ଗଣିତ ଶିକ୍ଷକ ସସ୍‌ପେଣ୍ଡ

ଭଦ୍ରକ ଜିଲ୍ଲା ବାସୁଦେବପୁର ସୁନାମୁହିଁ ୟୁପି ସ୍କୁଲର ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ ୧୪ ଛାତ୍ରଛାତ୍ରୀଙ୍କୁ ମାଡମାରି ଆହତ କରିଥିବା ଅଭିଯୋଗ ଘଟଣାରେ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes