ଭୂମିହୀନ ଓ ଜମିହୀନ ମହାସଂଘ ପକ୍ଷରୁ ରାମପୁର ତହସିଲ ଆଗରେ ବିକ୍ଷୋଭ

ଆଜି ସୁବର୍ଣ୍ଣପୁର ଜିଲ୍ଲାର ଭୂମିହୀନ, ଜମିହୀନ ମହାସଂଘ ପକ୍ଷରୁ ଡୁଙ୍ଗୁରିପାଲି ବ୍ଲକର ରାମପୁର ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସେମାନେ ଲିଜରେ ଜମି ପାଇଥିବା ଜମିର ଚିହ୍ନଟ ଓ ଜମି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes