ଆଚାର୍ଯ୍ୟବିହାରରେ ବାଇକ ସହ ଜଳିଥିବା ଯୁବକଙ୍କ ପରିଚୟ ମିଳିଲା

ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ ବାଇକ୍ ସହ ଜଳି ଯାଇଥିବା ଯୁବକଙ୍କ ପରିଚୟ ମିଳିଛି।

ମୃତ ଯୁବକ ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ନାଁ ଅମ୍ବିକା ପ୍ରସାଦ ପତି। ସେ କେସୁରାରେ ଭଡ଼ାରେ ରହୁଥିଲେ। ସେ ମାର୍କେଟିଂରେ କାମ କରୁଥିବା ବେଳେ ଚନ୍ଦ୍ରଶେଖରପୁର ଏକ ବାହାଘରକୁ ଯାଇଥିଲେ। ହେଲେ ଏ ପର୍ଯ୍ୟନ୍ତ କେଉଁ ପରିସ୍ଥିତିରେ କିଭଳି ଯୁବକ ଜଣକ ପୋଡିଗଲେ ତାହା ସ୍ପଷ୍ଟ ହୋଇନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes