ଭୁବନେଶ୍ୱରରେ ପହଞ୍ଚିଲା ମାଲେସିଆ ଟିମ୍

ବିଶ୍ୱକପ୍ ହକି ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛି ମାଲେସିଆ ଟିମ୍ ।

ମାଲେସିଆ ଟିମ ୧୪ରେ ନେଦରଲାଣ୍ଡସ, ୧୬ରେ ଚିଲି, ୧୯ରେ ନ୍ୟୁଜିଲାଣ୍ଡ ସହ ଖେଳିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes