ଧର୍ମ ପରାୟଣ ବ୍ୟକ୍ତିଙ୍କ ଦେହାନ୍ତରେ ଶୋକ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ବଡ ଶାସନର ଅମାୟିକ ଧର୍ମ ପରାୟଣ ବନ୍ଧୁ ବତ୍ସଳ ସାମାଜିକ କର୍ମୀ ଦିବାକର ନନ୍ଦଙ୍କ ୮୪ ବର୍ଷ ବୟସରେ ଗୁରୁବାର ବିଳମ୍ବିତ ରାତ୍ରିରେ କଟକ ଡାକ୍ତରଖାନା ନେବା ବାଟରେ ହୃଦଘାତରେ ଦେହାନ୍ତ ଘଟିଛି।

ସେ କେନ୍ଦୁଝର ଟ୍ରଜେରୀରୁ ଚିଫଏକାଉଣ୍ଟାଣ୍ଟ ଅଫିସର ଭାବେ ଅବସର ଗ୍ରହଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes