ଭୁବନେଶ୍ୱରରେ ଆଉ ଜଣେ କୋଭିଡ ଆକ୍ରାନ୍ତ ମୃତ

ଭୁବନେଶ୍ୱରରେ କୋଭିଡରେ ଆକ୍ରାନ୍ତ ଥିବା ଜଣେ 74 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଆଜି କହିଛି l ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes