ଯୁବତୀର ଗଳା କାଟିବା ପରେ ଯୁବକର ଆତ୍ମହତ୍ୟା ଉଦ୍ୟମ

ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଉଷାପଡା ଗ୍ରାମରେ ଏକତରଫା ପ୍ରେମରୁ ଜଣେ ଯୁବକ ଜଣେ ଯୁବତୀର ଗଳା କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି l
ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସାଙ୍ଗ ମଧ୍ୟ ଯୁବକର ଛୁରାମାଡରେ ଆହତ ହୋଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes