ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା

ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା ଥିବାବେଳେ ରାଉରକେଲାରୁ ଭୁବନେଶ୍ୱର ବିମାନ ଭଡ଼ା ୨୭୨୧ ଟଙ୍କା ରହିଛି।

ଭୁବନେଶ୍ୱରରୁ ଦିନ ୨ଟା ୫୫, ରାଉରକେଲାରୁ ୪ଟା ୧୫ରେ ଛାଡ଼ିବ ବିମାନ। ଆସନ୍ତା ୧୨ରୁ ରୁଟିନ୍ ଉଡ଼ାଣ ଆରମ୍ଭ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes