ଭୁବନେଶ୍ୱରରୁ ତିନି ଥର ସାଂସଦ ଥିଲେ ଶିବାଜୀ ପଟ୍ଟନାୟକ (ଅପଡେଟ)

ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କର ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି l ଶିବାଜୀ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା ଆସନରୁ 1977 ରୁ 1980 ଏବଂ 1989 ରୁ 1996 ମଧ୍ୟରେ ତିନିଥର ସିପିଏମ ଟିକେଟରେ ସାଂସଦ ନିର୍ବାଚିତ ହୋଇଥିଲେ l

ଜୟଦେବ ବିହାର ପାର୍ଟି ଅଫିସରେ ଆଜି ଦଳ ପକ୍ଷରୁ ତାଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ବୋଲି ସାଥୀ ଜନାର୍ଦନ ପତି ଜଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes