ଶରତ ପଟ୍ଟନାୟକ ଓଡିଶା ରାଜ୍ୟ କଂଗ୍ରେସର ନୂଆ ସଭାପତି

ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ଓଡିଶା ରାଜ୍ୟ କଂଗ୍ରେସ -ପିସିସିର ନୂଆ ସଭାପତି ନିଯୁକ୍ତ ହୋଇଥିବା ଆଜି ଏଆଇସିସି ପକ୍ଷରୁ କୁହାଯାଇଛି l

ଏହା ପୂର୍ବରୁ ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗୃହୀତ ହୋଇଥିବା ଦଳ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes