ଭୀମଭୋଇ ମେଡ଼ିକାଲ କଲେଜରେ ପୋଷ୍ଟ ଏମ୍‌ବିବିଏସ୍‌ ଡିପ୍ଲୋମା(୨ ବର୍ଷ) ପାଠ୍ୟକ୍ରମ ଆରମ୍ଭ

ଭୀମଭୋଇ ମେଡିକାଲ କଲେଜରେ ,ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଏମ୍‌ବିବିଏସ୍‌ ଶିକ୍ଷାଦାନ ହେଉଥିବା ବେଳେ , ଏହି ଅନୁଷ୍ଠାନରେ ଚଳିତ ବର୍ଷ ମେ’ ମାସ ଠାରୁ ପୋଷ୍ଟ ଏମ୍‌ବିବିଏସ୍‌ ଡିପ୍ଲୋମା(୨ ବର୍ଷ) ପାଠ୍ୟକ୍ରମରେ ଶିକ୍ଷାଦାନ ଆରମ୍ଭ ହୋଇଯାଇଛି ।

ନେସ୍‌ନାଲ ବୋର୍ଡ ଅଫ୍‌ ଏକ୍‌ଜାମିନେସନ୍‌ (ଏମ୍‌ବିଇ) ଦ୍ୱାରା ପରିଚାଳିତ ଏହି ପାଠ୍ୟକ୍ରମ ପାଇଁ ଭୀମଭୋଇ ମେଡିକାଲ କଲେଜର ବିଭିନ୍ନ ବିଭାଗରେ ୧୩ଟି ସିଟ୍‌ ପାଇଁ ସ୍ୱୀକୃତି ମିଳିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes