ମୟୁରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଭୀମତାଳି ପଞ୍ଚାୟତ ପରିସରରେ ଆଜି ଗ୍ରାମ ସଭା ଦିବସ ପାଳିତ ହୋଇଛି।
ଗାନ୍ଧୀଙ୍କ ଫୋଟରେ ପ୍ରଥମେ ମାଲ୍ୟାଅର୍ପଣ କରାଯାଇ ଦୀପ ପ୍ରଜ୍ଵଳନ କରିଥିଲେ ସରପଞ୍ଚ ବିଜୟା ମୁର୍ମୁ । ମୁଖ୍ୟ ଅତିଥି ରୂପେ ଉପ ଉପାଧ୍ଯକ୍ଷ ରଜନୀ ଦାସଙ୍କୁ ନିମନ୍ତ୍ରିତ କରାଯାଇଥିଲା ।
Credible Local News of Odisha