ବରମୁଣ୍ଡାରେ ସ୍କୁଟିକୁ ଧକ୍କା ଦେଲା ଟାଟା ଏସି ଗାଡ଼ି, ଚାଳକ ମୃତ

ଭୁବନେଶ୍ବର ବରମୁଣ୍ଡା ଓଭର୍‌ବ୍ରିଜ୍‌ ଉପରେ ଏକ ସ୍କୁଟିକୁ ଟାଟା ଏସି ଗାଡ଼ି ଧକ୍କା ଦେଇଥିବାରୁ ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି।

ମୃତକ ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes