ଭାଲୁ ଆକ୍ରମଣରେ ୩ ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ଖିଲାରୀ ପାଟନୂଆଗାଁରେ ସୋମବାର ଏକ ବଣୁଆ ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି।

ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଲୋଜକେ ଆଣି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଗୁରୁତର ହୋଇଥିବା ବ୍ୟକ୍ତି ହେଉଛନ୍ତି ପାଟଣା ବ୍ଲକ ଡୁମୁରିଆ ପଂଚାୟତ ବଡ଼ ନୂଆ ଗାଁର ବିରବଲ ମହାନ୍ତ (୫୫) ଓ ମଙ୍ଗୁଳୁ ବେହେରା (୩୦) ଓ ସାହାରପଡା ବ୍ଲକ ଟେଣ୍ଡେରା ପଞ୍ଚାୟତ ଖିଲାରୀପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପାଇଦା(୨୫) ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes