ଜଙ୍ଗଲରୁ ୩ ଟନ୍‌ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଡାଇକ୍‌ ଥ୍ରି ଜଙ୍ଗଲରେ ଚଢ଼ାଉ କରି ଜବତ କରିଛି।

ଅନ୍ଧାର ଓ ଘଞ୍ଚ ଜଙ୍ଗଲ ପାଇଁ ଖସିଗଲେ ଚୋରା ଚାଲାଣକାରୀ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ କୋଟି ୩୦ ଲକ୍ଷ ଟଙ୍କା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes