ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଘରୋଇ ସ୍କୁଲ ବସ୍

କଟକ ଜିଲ୍ଲା ଚୌଦ୍ୱାର ମଣ୍ଡାପଡ଼ା ରାସ୍ତା ପୋଟଳେଇ ନିକଟରେ ସ୍କୁଲ୍ ବସ୍ ଓଲଟିଛି।

ପିଲାଙ୍କୁ ଆଣିବାକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୫ ଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes