କଇଁସାରି ଦେଓ ନଦୀ ପୋଲ ଉପରେ ଫାଟ; ତଦନ୍ତ ଦାବି

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା କଇଁସାରି ଗ୍ରାମ ଦେଇ ଯାଇଥିବା ଦେଓ ନଦୀ ପୋଲ ମଝିରେ ଫାଟସୃଷ୍ଟି ହେଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଏନେଇ ସ୍ଥାନୀୟ ଲୋକେ ଆଜି ପୋଲ ଉପରେ ଯାଅ ଆସ କରୁଥିବା ଲୋକେ ଭୟ ଭିତ ହୋଇପଡିଛନ୍ତି । ଭାରି ଯାନ ବାହନ ଚଳପ୍ରଚଳ କଲେ ପୋଲଟି ଭାଙ୍ଗି ଯିବାର ଯଥେଷ୍ଟ ସମ୍ଭାବନା ରହିଛି ଲୋକେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes