ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭାର ଅଧିକାରୀ

ପୂଜ୍ୟ ପୂଜା ପରମ୍ପରା ର ପୂଜାରୀ ସାରସ୍ୱତ ସାଧକ,ସମାଜସେବୀ କର୍ମଯୋଗୀ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ ଥିଲେ ବୋଲି ବରଗଡ଼ ସାମ୍ବାଦିକ ସଂଘ ଓ ଭାଗବତ ନନ୍ଦ ସ୍ମୃତି କମିଟି ଆନୁକୂଲ୍ୟ ରେ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ରେ ବିଶିଷ୍ଟ ବକ୍ତାଗଣ ମତ ପ୍ରକାଶ ପାଇଛି ।

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ, ସାମ୍ବାଦିକ ସଂଘ ସଭାପତି ଶଙ୍କର ବଲ୍ଲଭ ମିଶ୍ର, ଡ଼ଃ ଗୌରୀ ଦାସ ପ୍ରଧାନ ଅଧ୍ୟାପକ ଟେକଚାନ୍ଦ ଦୁଆନ ଭାଗବତ ବାବୁ ପ୍ରଫେସର କାମଦେବ ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ସାଂସଦ ସୁରେଶ ପୂଜାରୀ ପ୍ରଦେଶ କଂଗ୍ରେସ ଉପ ସଭାପତି ଜଗଞେଶ୍ୱର ବାବୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପୂର୍ବତନ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ସ୍ମୃତି ଚାରଣ କରିଥିଲେ।

ରିପୋର୍ଟ: ସଚୀ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes