ବଲାଙ୍ଗିର ବିଜାଖମନସ୍ଥିତ ମ୍ୟୁନିସପାଲିଟି ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ପାଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।
ପୁଲିସକୁ ମୃତ ମହିଳା କର୍ମଚାରୀଙ୍କ ପରିଚୟ ମିଳିଥିବା ବେଳେ ହତ୍ୟା ସନ୍ଦେହରେ ପୁଲିସ ଘଟଣାର ତଦନ୍ତ କରୁଛି।
Credible Local News of Odisha