ଏକତରଫା ପ୍ରେମରେ ବିଫଳ ହେବାରୁ ଅଭିଯୁକ୍ତ ରାଜା ବାଲିପାଟଣା ଶିିଶିଲୋ ଗାଁର ଆଶିଷ ଓଝାଙ୍କୁ ଘରୁ ଡାକି ନେଇ ହତ୍ୟା କରିବା ପରେ ଫେରାର ମାରିଥିଲା।
ଆଶିଷ ବିରୋଧ କରୁଥିବାରୁ ହତ୍ୟା ଧମକ ଦେଇଥିଲା ରାଜା। ପରେ ମୁଖ୍ୟ ଅଭିଯୁକ୍ତ ରାଜା ୨ ସାଙ୍ଗଙ୍କ ସହାୟତାରେ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ କହିଛି।