ନବନିର୍ବାଚିତ ସମବାୟ ସମିତି ସଭାପତିଙ୍କ ଦାଇତ୍ୱ ଗ୍ରହଣ

ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ସେବା ସମବାୟ ସମିତିର ନବନିର୍ବାଚିତ ସଭାପତି ରାଜକିଶୋର ଦେହୁରୀଙ୍କ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି।

ଏଥିରେ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes