ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୃର୍ଷୁଣ୍ଢୀ (ଆଡିଆପଡା) ଠାରେ ଆସନ୍ତା ଭାଦ୍ରବ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେବାକୁ ଥିବା ସୁନ୍ଦରା କାଣ୍ଡ ପାଇଁ ପୁରାଣ ଗାୟିକା ସୁଶ୍ରୀ ସୋନାଲି ମହାପାତ୍ରଙ୍କୁ ଆଜି ଗୁଆ ନଡ଼ିଆ ଦେଇ ବରଣ କରାଯାଇଛି।
ଏଥିରେ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।
Credible Local News of Odisha