ହୀରାକୁଦ ଡ୍ୟାମର ସବୁ ଗେଟ୍ ବନ୍ଦ

ହୀରାକୁଦ ଡ୍ୟାମର ଖୋଲା ଥିବା ଏକମାତ୍ର ଗେଟକୁ ଆଜି ବନ୍ଦ କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ।

ଏବେ ହୀରାକୁଦ ଡ୍ୟାମରୁ ତଳ ଭାଗକୁ ଜଳ ନିଷ୍କାସନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes