ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଯୁବତୀଙ୍କ ଆତ୍ମହତ୍ୟା (ଅପଡେଟ)

ଦୁଇଦିନ ତଳେ ଛତ୍ରପୁରରେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା ଘଟଣାର ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଜି ହଂସରପୁର ଠାରେ ଲୋକମାନେ ରାସ୍ତାରୋକ କରିଥିବା ବେଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କର ପରେ ଏମକେସିଜି ମେଡିକାଲରେ ମୃତ୍ୟୁ ହୋଇଯାଇଛି l

ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀଙ୍କ ସହ ଏହି ଯୁବତୀଙ୍କର ବିବାହ ସ୍ଥିର ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes