ତିନି କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତର ଆତ୍ମସମର୍ପଣ

ଜଣେ ଠିକାଦାରଙ୍କୁ ତିନି କୋଟି ଟଙ୍କାର ଜାଲ ଓଟିଡିସି ୱାର୍କ ଅର୍ଡର ଦେବା ମାମଲାର ଅଭିଯୁକ୍ତ ବିକାଶ ମହାରଣା ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି l

ପୂର୍ବରୁ ଏହି ମାମଲାରେ ଇଓଡବ୍ଲୁ ବାବା ବିଜୟାନନ୍ଦ ମହାରାଜ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes