ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ଆଜି ସୋନପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ୩ନଂ ଜୋନ ଅନ୍ତର୍ଗତ ମାୟାବର୍ହା ଗ୍ରାମପଞ୍ଚାୟତର୍ ମାୟାବର୍ହା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା l

ଏହି ବୈଠକରେ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସହ ଅନ୍ୟ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes