ଗୋଡଭଗା ସମଲେଇ ମନ୍ଦିରରେ ସଚେତନ ନାଗରିକ ବୈଠକ

ଆଜି ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ଗୋଡଭଗା ସମଲେଇ ମନ୍ଦିରରେ ସଚେତନ ନାଗରିକ ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ସ୍ଥାନୀୟ ବିଧାୟିକା ସେହ୍ନାଗିଂନୀ ଛୁରିଆ ଯୋଗଦେଇ ଅତାବିରା ବ୍ଲକ ଅଂଚଳରେ ହେବାକୁ ଥିବା ମଡେଲ ସ୍କୁଲ ବାବଦରେ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes