ବ୍ଲକର ବିଭିନ୍ନ ଅଞ୍ଚଳକୁ ଗଡିଲା ଜନସଂଖ୍ୟା ସ୍ଥିର ସଚେତନତା ରଥ

ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ ଆଜିଠାରୁ କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ବ୍ଲକର ବିଭିନ୍ନ ଗ୍ରାମର ଲୋକଙ୍କୁ ଜନସଂଖ୍ୟା ସ୍ଥିର ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ସଚେତନତା ରଥ ଗଡିଛି ।

ଏହାକୁ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ଶିବାଷିସ ସ୍ୱାଇଁ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ଆଶା ଦିଦି ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes