ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ର‌ ସରକାର ବାରମ୍ବାର ଗ୍ୟାସ ଦରବୃଦ୍ଧି କରୁଥିବାରୁ ତାର ପ୍ରତିବାଦରେ ଆଜି କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ ତରଫରୁ ସ୍ଥାନୀୟ ଭବାନୀପାଟଣା ସ୍ଥିତ ଘୋଡାଘାଟ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ମହିଳା ଆସି ସାମିଲ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes