କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା କଟଲାପଦର ବ୍ରିଜ ତଳୁ କାର୍ ଜବତ କରିଛି ପୁଲିସ।
କାର୍ରେ କେହି ନଥିବା ବେଳେ ଗାଡ଼ିରୁ ୪ଟି ନମ୍ବର ପ୍ଲେଟ୍ ଜବତ ହୋଇଛି।
ସମ୍ପୃକ୍ତ କାର୍ରେ ଗଂଜେଇ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।
Credible Local News of Odisha