ବ୍ରଜରାଜନଗର ନିର୍ବାଚନ ପାଇଁ ସାଇକଲରେ ଗଲେ ବିଜୁ ପ୍ରେମୀ ହୃଷୀକେଶ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଭଣ୍ଡାର ଗ୍ରାମର ବିଜୁ ପ୍ରେମୀ ହୃଷୀକେଶ ପଣ୍ଡା ତାଙ୍କର ଆସବାବପତ୍ର ଧରି ଆଜି ଏକ ସାଇକଲ ଯୋଗେ ଉପ ନିର୍ବାଚନ ପ୍ରଚାର ପାଇଁ ବ୍ରଜରାଜନଗର ଯାତ୍ରା କରିଛନ୍ତି ।

ତାଙ୍କର ଦଳ ପ୍ରତି ଥିବା ପ୍ରେମକୁ ଲୋକେ ସାଧୁବାଦ ଜଣାଇବା ସହ ତାଙ୍କ ସାଇକଲ ଯାତ୍ରା ସଫଳ ହେଉ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes