କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ଏତଲା ଦେବା ପ୍ରସଙ୍ଗରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ବର୍ଷା ତାଙ୍କ ଏଫ୍ଆଇଆରରେ ଅନେକ ଦିଗକୁ ନେଇ ଅଭିଯୋଗ କରିଛନ୍ତି।
ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାଦକୁ ନେଇ ଏକ ମାମଲାର ତଦନ୍ତ ଚାଲିଛି, ବର୍ଷାଙ୍କର ସଦ୍ୟ ଅଭିଯୋଗ ଗୁଡ଼ିକର ତର୍ଜମା କରି ପଦକ୍ଷେପ ନିଆଯିବ।