ବ୍ରଜରାଜନଗରରେ ବିଜୟ ହେଲେ ସମସ୍ୟା ସମାଧାନ: କଂଗ୍ରେସ

ବ୍ରଜରାଜନଗର ବିଧାନସଭା ମଣ୍ଡଳୀ ଏବେ ମଧ୍ୟ ଅବହେଳିତ ଓ ଖଣି ଖାଦାନରେ ଅଞ୍ଚଳରେ ମୁଖ୍ୟତଃ ଲୋକଙ୍କ ପାଇଁ ଆବଶ୍ୟକ ପାନୀୟ ଜଳ ଓ ପରିବେଶ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେଇ ନାହାନ୍ତି ଫଳରେ ଲୋକମାନେ ଏବେ ମଧ୍ୟ ଏହି ମୈଳିକ ସୁବିଧା ପିଇବାକୁ ବଞ୍ଚିତ ହେଉଥିବା କଂଗ୍ରେସ ଆଜି ଅଭିଯୋଗ କରିଛି।

କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ବିଜୟୀ ହେଲେ ଏ ସବୁ ହୋଇପାରିବ ବୋଲି ଆଜି କଂଗ୍ରେସ ନେତା ଜଗନ୍ନାଥ ପଟନାୟକ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes