ବ୍ରଜରାଜନଗର ବିଧାନସଭା ଆସନର ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଥିବା ବେଳେ ଆସନ୍ତା 31 ତାରିଖରେ ଭୋଟ ହେବ l
ମୋଟ 279 ବୁଥରେ 2 ଲକ୍ଷ 14 ହଜାର 878 ଭୋଟର ମତାଧିକାର ସାବ୍ୟସ୍ତ କରିବେ ଏବଂ 1228 ଜଣ ପୋଲିଙ୍ଗ ଅଫିସର ମୁତୟନ ହୋଇଛନ୍ତି l
Credible Local News of Odisha